Skip to content

wolfram77/palm-tree-biography.poem

Folders and files

NameName
Last commit message
Last commit date

Latest commit

 

History

3 Commits
 
 
 
 
 
 

Repository files navigation

The Arecaceae are a botanical family of perennial flowering plants in the monocot order Arecales.

ତାଳ ଗଛ ସିଏ,        ନିରିମାଖୀଟିଏ
        ଦୁରକୁ ଦୁରକୁ ଦେଖୁଛି
ତା ଦୁଃଖ ପାସରା,       ଅଟେ ଅପାସୋରା
        ହୁଏନି କା ହାତଧରା
        ହୁଏନି ମୋ ହାତଧରା

ଦିନେ ପ୍ରଭାତରେ,      ଅଧା ଶରୀରରେ
        ନିଂଆ ରେ ଜଳି ଡାକୁଛି
କିଏ ସେ ମାନବ,       ଜଳାଇ ଶରୀର
        ତଡ଼ପି ତଡ଼ପି ମାରୁଛି

ତା ଜଳା କାୟାକୁ,       ନିତି ଆଖି ପଡ଼େ
        ଖୋଜେ ତା ନରମ ମନକୁ
ବୁଝି ପାରେନି ତା,       ହୃଦୟ ଦରଦ
        କେତେ ଅଛି ଗଭୀରକୁ

ଦେଖ ବିଭୁକଂର,        କି ସୁଦଂର ବିଚାର
        ତା ଗଭା ମଡିଂତ ଫଳ -
ଝୁଲି ପଡ଼ି ଅଛି,        ହସି ହସି କରି
        ଆନଂଦେ ସିଏ ବିଭୋର

About

The Arecaceae are a botanical family of perennial flowering plants in the monocot order Arecales.

Topics

Resources

License

Stars

Watchers

Forks